ନେପାଳ ମେୟରଙ୍କ ନିଖୋଜ ଝିଅଙ୍କୁ ପାଇଲା ପୁଲିସ

ନୂଆଦିଲ୍ଲୀ: ନେପାଳର ଧନଗଢ଼ି ସହରର ମେୟରଙ୍କ ବଡ଼ଝିଅ ଗୋଆରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ମେୟର ବାପା ଏନେଇ ଥାନାରେ ଅଭି‌ଯୋଗ କରିବା ପରେ ଗୋଆ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଝିଅ ନିଖୋଜ ହେବାର ଦୁଇଦିନ ମଧ୍ୟରେ ଗୋଆ ପୁଲିସ ଆରତୀ ହମାଲଙ୍କୁ ଗୋଆର ଚୋପଡେମ ଗ୍ରାମସ୍ଥିତ ହୋଟେଲରେ ଖୋଜି ପାଇଛି। ଏହି ସମୟରେ ଆରତୀଙ୍କ ସହିତ ହୋଟେଲରେ ତାଙ୍କର ଦୁଇଜଣ ସାଥୀ ବି ଥିଲେ ଆରତୀଙ୍କୁ ଖୋଜି ପାଇବା … Continue reading ନେପାଳ ମେୟରଙ୍କ ନିଖୋଜ ଝିଅଙ୍କୁ ପାଇଲା ପୁଲିସ